Door43-Catalog_or_tn/1PE/04/03.md

901 B

ପିତର ବିଶ୍ଵାସୀମାନଙ୍କୁ ଖ୍ରୀଷ୍ଟଙ୍କ ନିମନ୍ତେ ସେମାନଙ୍କର ଦୁଃଖଭୋଗର ମୁଲ୍ୟ କିଛି କହିଅଛନ୍ତି ।

କାମୁକତା, କୁ ଅଭିଲାଷ, ମଦ୍ୟପାନ, ରଙ୍ଗରସ, ମତ୍ତତା, ଏବଂ ଘୃଣ୍ୟ ପ୍ରତିମାପୂଜା

"କାମୁକତା, ମନ୍ଦ ଅଭିଳାଷ, ମଦ୍ୟପାନ, ରଙ୍ଗରସ ଓ ମତ୍ତତା, ପ୍ରତିମପୂଜା ଯାହା ଈଶ୍ଵର ଘୃଣା କରନ୍ତି"

ସୁସମାଚାର ପ୍ରଚାର ହୋଇଥିଲା

"ଖ୍ରୀଷ୍ଟ ଶୁଭ ସମ୍ବାଦ ପ୍ରଚାର କରିଥିଲେ" (UDB) (ଦେଖନ୍ତୁ: କର୍ତ୍ତୁବାଚ୍ୟ କିମ୍ବା କର୍ମବାଚ୍ୟ)