Door43-Catalog_or_tn/1PE/04/01.md

959 B

ପିତର ସ୍ଵର୍ଗକୁ ଖ୍ରୀଷ୍ଟଙ୍କ ପୁନରୁତ୍ଥାନ ଏବଂ ତାହାଙ୍କ ଅଧିକାର ଏବଂ ଶକ୍ତି ବିଷୟରେ କହି ଆସୁଅଛନ୍ତି ।

ସେଥିପାଇଁ

ଏହି ଶବ୍ଦ ତାହାଙ୍କ ଶ୍ରୋତାମାନଙ୍କ ପ୍ରତି ପିତରଙ୍କ କଳ୍ପନାର ସମାପ୍ତକୁ ଚିହ୍ନଟ କରେ ।

ସେହିପରି ଉଦ୍ଦେଶ୍ୟରେ ଆପଣାକୁ ସୁସଜ୍ଜିତ କର

"ତୁମ୍ଭେମାନେ ମଧ୍ୟ ଦୁଃଖଭୋଗ କରିବାକୁ ଇଚ୍ଛୁକ ହୁଅ"

ଆପଣା ଆପଣାକୁ (ତୁମ୍ଭେନିଜେ)

ପ୍ରଥମ ଅଧ୍ୟାୟର ବିଶ୍ଵାସୀମାନଙ୍କୁ ଏହା ଦର୍ଶାଏ ।

ଯେକେହି

"କୌଣସି ବ୍ୟକ୍ତି ଯେ"