Door43-Catalog_or_tn/1PE/03/21.md

699 B

ପିତର ବିଶ୍ଵାସୀମାନଙ୍କ ସହ ଖ୍ରୀଷ୍ଟଙ୍କ ଦୁଃଖ ଏବଂ ମୃତ୍ୟୁ ଏବଂ ଯେଉଁମାନେ ମୃତ୍ୟବରଣ କରିଥିଲେ ସେମାନଙ୍କ ପ୍ରତି ଖ୍ରୀଷ୍ଟଙ୍କ ପ୍ରଚାର ବିଷୟରେ କହି ଆସୁଅଛନ୍ତି ।

ତାହା ତୁମ୍ଭମାନଙ୍କୁ ପରିତ୍ରାଣ କରେ

"ତୁମ୍ଭେମାନେ" ଶବ୍ଦ ବିଶ୍ଵାସୀମାନଙ୍କୁ ଏବଂ ସାଥେ ସାଥେ ପିତରଙ୍କୁ ଦର୍ଶାଏ । (ଦେଖନ୍ତୁ: ସମିଷ୍ଟ/ସମୂହତା)