Door43-Catalog_or_tn/1PE/03/18.md

1.1 KiB

ଧର୍ମପରାୟଣ ଭାବରେ ବିଶ୍ଵାସୀମାନଙ୍କୁ ବାସ କରିବାକୁ ଏବଂ ଯେଉଁମାନେ ସେମାନଙ୍କୁ ତାଡନା କରନ୍ତି ସେମାନଙ୍କୁ ଭୟ ନ କରିବାକୁ ପିତର ବିଶ୍ଵାସୀମାନଙ୍କୁ ପରାମର୍ଶ ଦେଇଆସୁଅଛନ୍ତି ।

ଆମ୍ଭମାନଙ୍କ ନିମନ୍ତେ ଦୁଖଭୋଗ କଲେ

"ଆମ୍ଭମାନଙ୍କୁ" ଶବ୍ଦ ବକ୍ତା, ପିତର ଏବଂ ଶ୍ରୋତାମାନଙ୍କୁ ଅନ୍ତର୍ଭୁକ୍ତ କରେ । (ଦେଖନ୍ତୁ: ସମିଷ୍ଟ/ସମୂହତା)

ଆତ୍ମାରେ, ସେ ଆତ୍ମାମାନଙ୍କୁ ଯେଉଁମାନେ ବର୍ତ୍ତମାନ ବନ୍ଦୀଗୃହରେ ଅଛନ୍ତି ସେମାନେ ପ୍ରଚାର କଲେ

ଖ୍ରୀଷ୍ଟ ବଧ ହେଲା ପାରେ ସେ ମୃତମାନଙ୍କର ସ୍ଥାନକୁ ଗଲେ ଏବଂ ଆତ୍ମାମାନଙ୍କୁ ପ୍ରଚାର କଲେ ।