Door43-Catalog_or_tn/1PE/03/13.md

1.3 KiB

ବିଶ୍ଵାସୀମାନେ କିପରି ଜୀବନ ଜାପନ କରିବେ ସେହି ବିଷୟରେ ପିତର ପରାମର୍ଶ ଦେଇଅଛନ୍ତି ।

ସେ କିଏ ଅଟେ ଯେ ତୁମ୍ଭମାନଙ୍କୁ ଆଘାତ କରିବ, ଯଦି ତୁମ୍ଭେମାନେ ଯାହା ଉତ୍ତମ ତାହା ଇଚ୍ଛା କର ?

"କୌଣସି ଲୋକ ଆଘାତ କରିବେ ନାହିଁ ଯଦି ତୁମ୍ଭେମାନେ ଉତ୍ତମ ବିଷୟ କର ।" (ଦେଖନ୍ତୁ: ଅଳଙ୍କାର ପ୍ରଶ୍ନ) "ତୁମ୍ଭେ" ଶବ୍ଦ ବିଶ୍ଵାସୀମାନଙ୍କୁ ଦର୍ଶାଏ ।

ସେମାନେ ଯାହା ଭୟ କରନ୍ତି ତାହା ଭୟ କର ନାହିଁ । ବିରକ୍ତ ହୁଅ ନାହିଁ । ଏହି ଦୁଇ ବାକ୍ୟାଂଶ ଏକ ସମାନ ଅର୍ଥ ପ୍ରକାଶ କରନ୍ତି ଏବଂ ଗମ୍ଭିରତା ନିମନ୍ତେ ମିଳିତ ହୋଇଅଛନ୍ତି । (ଦେଖନ୍ତୁ: ଦୁଇଅଂଶ ଯୁକ୍ତ) "ଲୋକମାନେ ଯେ ତୁମ୍ଭମାନଙ୍କୁ କ'ଣ କରିପାରନ୍ତି ସେହି ଭୟକୁ ବନ୍ଦ କର ।"