Door43-Catalog_or_tn/1PE/03/10.md

860 B

ବିଶ୍ଵାସୀମାନେ ପରସ୍ପର ପ୍ରତି କିପରି ଆଚରଣ କରିବା ଆବଶ୍ୟକ ତାହା ପିତର ସମସ୍ତ ବିଶ୍ଵାସୀମାନଙ୍କୁ ପରାମର୍ଶ ଦେଇଅଛନ୍ତି ।

ତାହାଙ୍କ ଜିହ୍ୱାକୁ ମନ୍ଦଠାରୁ ଏବଂ ତାହାଙ୍କ ଓଷ୍ଠାଧରକୁ ପ୍ରତାରକ ବାକ୍ୟଠାରୁ ନିବୃତ୍ତ କରିବା ଉଚିତ୍ ।

"ମନ୍ଦ ଓ ମିଥ୍ୟା କହିବା ବନ୍ଦ କର" (ଦେଖନ୍ତୁ: ଲାକ୍ଷଣିକ ଶବ୍ଦ)

ପ୍ରଭୁଙ୍କ ମୁଖ ବିପକ୍ଷରେ

"ପ୍ରଭୁ ପ୍ରତିରୋଧ କରନ୍ତି" (ଦେଖନ୍ତୁ: ରୂଢକ୍ତି/ବାକ୍ୟାଂଶ)