Door43-Catalog_or_tn/1PE/03/08.md

1.4 KiB

ପିତର ସ୍ଵାମୀ ଏବଂ ଭାର୍ଯାମାନଙ୍କୁ କିପରି ପରସ୍ପର ଆଚରଣ କରିବା ଆବଶ୍ୟକ ତାହା ପରାମର୍ଶ ଦେଇଅଛନ୍ତି ଯଦ୍ଵାରା ସେମାନଙ୍କର ପ୍ରାର୍ଥନାରେ ବାଧା ନ ହୁଏ ।

ତୁମ୍ଭେମାନେ ସମସ୍ତେ

ପୂର୍ବର ତିନିଗୋଟି ଭାଗ ଦାସ, ଭାର୍ଯା, ଏବଂ ସ୍ଵାମୀମାନଙ୍କୁ କହେ । ଏହି ଭାଗ ଏହି ସମସ୍ତ ଲୋକସମୁହ ଏବଂ ଅନ୍ୟ ସମସ୍ତ ବିଶ୍ଵାସୀମାନଙ୍କୁ କହେ ।

ଅପମାନ କରିବା

ଅଭଦ୍ର ଶବ୍ଦ କିମ୍ବା କ୍ରିୟାଗୁଡିକ ।

ବିପରୀତ ଭାବରେ

"ଅପରପକ୍ଷରେ"

ତୁମ୍ଭେମାନେ ଆହ୍ୱାନ ହୋଇଅଛ

"ଈଶ୍ଵର ତୁମ୍ଭମାନଙ୍କୁ ଆହ୍ୱାନ କଲେ" (ଦେଖନ୍ତୁ: କର୍ତ୍ତୁବାଚ୍ୟ କିମ୍ବା କର୍ମବାଚ୍ୟ)

ଯେ ତୁମ୍ଭେ ଆଶୀର୍ବାଦର ଅଧିକାରୀ ହୋଇପାର

"ଯଦ୍ଵାରା ଈଶ୍ଵର ତୁମ୍ଭମାନଙ୍କୁ ଆଶୀର୍ବାଦ କରିବେ"