Door43-Catalog_or_tn/1PE/03/01.md

937 B

ପିତର ଅଳ୍ପ ବିଶ୍ଵାସୀମାନଙ୍କର ଦୁଃଖ ବିଷୟରେ କହିଅଛନ୍ତି ଏବଂ ତା'ପରେ ଖ୍ରୀଷ୍ଟଙ୍କ ଦୁଃଖ ବିଷୟରେ କହିଅଛନ୍ତି ।

ଏହିପରି ଭାବରେ, ତୁମ୍ଭେମାନେ ଯେଉଁମାନେ ସ୍ତ୍ରୀ ଅଟ ତୁମ୍ଭମାନଙ୍କ ନିଜ ସ୍ଵାମୀର ବଶିଭୂତା ହୁଅ,

"ସେହିପରି ସ୍ତ୍ରୀମାନେ ତୁମ୍ଭର ସ୍ଵାମୀମାନଙ୍କର ଆଜ୍ଞା ପାଳନ କର ।"

କେତେକ

"କେତେକ" ଶବ୍ଦ ସ୍ଵାମୀମାନଙ୍କୁ ଦର୍ଶାଏ ।

ସେମାନେ ଦେଖିଆସିବେ

"ସେମାନେ" ଏବଂ "ସେମାନଙ୍କୁ" ଶବ୍ଦ ସ୍ଵାମୀମାନଙ୍କୁ ଦର୍ଶାଏ ।