Door43-Catalog_or_tn/1PE/02/6.md

1.1 KiB

ଶାସ୍ତ୍ର ଏହା କହେ ଯେ

"ଈଶ୍ଵର ନିମ୍ନଲିଖିତ ଯୀଶୁଙ୍କ ବିଷୟରେ ଲେଖିବାର କାରଣ ହେଲେ"

ଦେଖ

"ମୁଁ ତୁମ୍ଭମାନଙ୍କୁ କିଛି ମହତ୍ଵପୁର୍ଣ୍ଣ ବିଷୟ କହୁଅଛି" କିମ୍ବା "ଶୁଣ !" "ଦେଖ" ଶବ୍ଦ ଏଠାରେ ନିମ୍ନଲିଖିତ ଆଚମ୍ବିତ ସୂଚନା ପ୍ରତି ମନୋଯୋଗୀ ହେବାକୁ ଆମ୍ଭମାନଙ୍କୁ ସଚେତନ କରେ । ତୁମ୍ଭମାନଙ୍କର ଭାଷାରେ ଏହା କରିବାର ଏକ ମାଧ୍ୟମ ଥାଇପାରେ ।

ମୁଖ୍ୟ ଏବଂ ମନୋନୀତ ଏବଂ ବହୁମୁଲ୍ୟ, ଏକ କୋଣର ପ୍ରସ୍ତର

ଏକାନ୍ତରୀକ ଅନୁବାଦ: "ମହତ୍ଵପୁର୍ଣ୍ଣ କୋଣର ପ୍ରସ୍ତର" (ଦେଖନ୍ତୁ: ଅଳଙ୍କାର 'ହେନ୍ଡାୟଡେଶ' (ଦୁଇ ଦ୍ଵାରା ଏକ) )