Door43-Catalog_or_tn/1PE/02/24.md

1.4 KiB

ସେ ନିଜେ

ଗମ୍ଭିରତା ନିମନ୍ତେ ଏହା ଯୀଶୁଙ୍କୁ ଦର୍ଶାଏ । (ଦେଖନ୍ତୁ: ସ୍ଵୟଂବାଚକ ସର୍ବନାମଗୁଡିକ)

ଆମ୍ଭମାନଙ୍କର ପାପସବୁ

ସମସ୍ତ "ଆମ୍ଭମାନଙ୍କର" ଏବଂ "ଆମ୍ଭେ" ର ଘଟଣା ପିତର ବକ୍ତା ଏବଂ ଉଲ୍ଲେଖିତ ବିଶ୍ଵାସୀମାନଙ୍କୁ ସୂଚୀତ କରେ)

ତାହାଙ୍କ ପ୍ରହାର ଦ୍ଵାରା ତୁମ୍ଭେମାନେ ସୁସ୍ଥ ହୋଇଅଛ ।

"ଖ୍ରୀଷ୍ଟଙ୍କ ପ୍ରହାର ଦ୍ଵାରା ଈଶ୍ଵର ତୁମ୍ଭମାନଙ୍କୁ ସୁସ୍ଥ କରିଅଛନ୍ତି ।" (ଦେଖନ୍ତୁ: କର୍ତ୍ତୁବାଚ୍ୟ କିମ୍ବା କର୍ମବାଚ୍ୟ)

ତୁମ୍ଭେମାନେ ସମସ୍ତେ ବିପଥଗାମୀ ହୋଇଥିଲ

"ତୁମ୍ଭେ" ଶବ୍ଦ ୧:୧ ୨୫ ର ବିଶ୍ଵାସୀମାନଙ୍କୁ ଦର୍ଶାଏ ।

ତୁମ୍ଭମାନଙ୍କ ପ୍ରାଣର ପାଳକ ଓ ଅଧ୍ୟକ୍ଷ

"ଯୀଶୁ ତୁମ୍ଭମାନଙ୍କୁ ପଥ ଦେଖାନ୍ତି ଏବଂ ରକ୍ଷା କରନ୍ତି" (ଦେଖନ୍ତୁ: ତୁଳନା/ଉପମା/ରୂପକ)