Door43-Catalog_or_tn/1PE/02/21.md

1.1 KiB
Raw Permalink Blame History

ଏଥିନିମନ୍ତେ ତୁମ୍ଭେମାନେ ଆହ୍ୱାନ ହୋଇଥିଲ

ସମ୍ଭାବନା ଅର୍ଥଗୁଡିକ: ୧) "ଦୁଃଖ ସମୟରେ ତୁମ୍ଭେମାନେ ଏହିପରି ଭାବରେ ଆଚରଣ କରିବା ଆବଶ୍ୟକ, ଯେହେତୁ ଖ୍ରୀଷ୍ଟ ଦୁଃଖଭୋଗ ସମୟରେ ଏହିପରି ଭାବରେ ଆଚରଣ କଲେ" କିମ୍ବା ) "ଏହା ଏକ କାରଣ ଈଶ୍ଵର ତୁମ୍ଭମାନଙ୍କୁ ମନୋନୀତ କଲେ ଯେ ତୁମ୍ଭେମାନେ ତାହାଙ୍କ ନିମନ୍ତେ ଦୁଃଖଭୋଗ କରିପାର" ।

ଯେତେବେଳେ ସେ ତିରସ୍କାର ହୋଇଥିଲେ, ସେତେବେଳେ ସେ ଫେରି ତିରସ୍କାର କଲେ ନାହିଁ

"ଯେତେବେଳେ ଲୋକମାନେ ଯୀଶୁଙ୍କୁ ନିନ୍ଦା କଲେ, ସେ ସେମାନଙ୍କୁ ଫେରି ନିନ୍ଦା କଲେ ନାହିଁ ।"