Door43-Catalog_or_tn/1PE/02/01.md

1.5 KiB

ସେଥିପାଇଁ ଦୂରେଇ ରଖ

"ସେହିପରି କରିବା ବନ୍ଦ କର"

ଯେପରି ନବଜାତ ଶିଶୁମାନେ

ବିଶ୍ଵାସୀମାନେ ନବଜାତ ଶିଶୁମାନଙ୍କ ସହ ତୁଳନା କରାଯାଇଅଛି ଯେଉଁମାନଙ୍କ ବୃଦ୍ଧି ନିମନ୍ତେ ଦୁଗ୍ଧ ଆବଶ୍ୟକ । (ଦେଖନ୍ତୁ: ତୁଳନା/ଉପମା ଏବଂ ତୁଳନା/ରୂପକ/ଉପମା)

ଇଚ୍ଛା କରନ୍ତି

"ତୀବ୍ର ଭାବରେ ଅଭିଳାଷ କରନ୍ତି" କିମ୍ବା "ଲାଳସା"

ପରିତ୍ରାଣରେ ତୁମ୍ଭେମାନେ ବୃଦ୍ଧି ପାଇପାର

"ତୁମ୍ଭେମାନେ ଆତ୍ମିକତା ଭାବରେ ବୃଦ୍ଧି ପାଇପାର ।" ଶବ୍ଦ "ତୁମ୍ଭେମାନେ" ଅଧ୍ୟାୟ ୧ ରେ ଉଲ୍ଲେଖ ହୋଇଥିବା ବିଶ୍ଵାସିମାନଙ୍କୁ ଦର୍ଶାଏ ।

ପ୍ରଭୁ ଯେ ଦୟାଶୀଳ ଯଦି ତୁମ୍ଭେମାନେ ଆସ୍ଵାଦନ କରିଅଛ

"ଯେହେତୁ ତୁମ୍ଭେମାନେ ଅନୁଭବ କରିଅଛ ଯେ ପ୍ରଭୁ ତୁମ୍ଭମାନଙ୍କ ପ୍ରତି ଦୟା ଭାବରେ କାର୍ଯ୍ୟ କରନ୍ତି" (UDB) (ଦେଖନ୍ତୁ: ତୁଳନା/ରୂପକ/ଉପମା)