Door43-Catalog_or_tn/1PE/01/24.md

812 B

ସମସ୍ତ ମାଂସ ତୃଣ ତୁଲ୍ୟ

"ସମସ୍ତ ଲୋକମାନେ ତୃଣ ସଦୃଶ୍ୟ ବିନଷ୍ଟ ହେବେ । (UDB) (ଦେଖନ୍ତୁ: ତୁଳନା/ଉପମା)

ସମସ୍ତ ମହିମା ତୃଣର ଫୁଲ ସଦୃଶ୍ୟ

"ଏବଂ ସମସ୍ତ ବିଶାଳତା ଯାହା ଲୋକମାନଙ୍କ ପାଖରେ ଅଛି ତାହା ସଦା ସର୍ବଦା ରହିବ ନାହିଁ" (UDB) (ଦେଖନ୍ତୁ: ତୁଳନା/ଉପମା)

ସମ୍ବାଦ ଯାହା ଘୋଷିତ ହୋଇଥିଲା

"ସମ୍ବାଦ ଯାହା ଆମ୍ଭେ ଘୋଷଣା କଲୁ" (ଦେଖନ୍ତୁ: କର୍ତ୍ତୁବାଚ୍ୟ କିମ୍ବା କର୍ମବାଚ୍ୟ)