Door43-Catalog_or_tn/1PE/01/22.md

569 B

ଭ୍ରାତୃ ପ୍ରେମ

ବନ୍ଧୁ ଓ ସମ୍ପର୍କୀୟମାନଙ୍କ ମଧ୍ୟରେ ଏହା ମନୁଷ୍ୟର ପ୍ରାକୃତିକ ପ୍ରେମ ଅଟେ ।

ପରସ୍ପରକୁ ହୃଦୟଠାରୁ ଆନ୍ତରିକ ଭାବରେ ପ୍ରେମ କର

"ଗଭୀର ଭାବରେ ଓ ଆନ୍ତରିକ ଭାବରେ ପରସ୍ପରକୁ ପ୍ରେମ କର"

ଅକ୍ଷୟ

"କ୍ଷୟ ନୁହେଁ" କିମ୍ବା "ଅପରିବର୍ତ୍ତନଶୀଳ"