Door43-Catalog_or_tn/1PE/01/18.md

1.0 KiB

ତୁମ୍ଭେମାନେ ଠାରୁ ମୁକ୍ତ ହୋଇଅଚ୍ଛ

"ଈଶ୍ଵର ତୁମ୍ଭମାନଙ୍କୁ ଠାରୁ ମୁକ୍ତ କରିଅଛନ୍ତି" (ଦେଖନ୍ତୁ: କର୍ତ୍ତୁବାଚ୍ୟ କିମ୍ବା କର୍ମବାଚ୍ୟ) କିମ୍ବା "ଈଶ୍ଵର ତୁମ୍ଭମାନଙ୍କୁ ଠାରୁ ରକ୍ଷା କଲେ"

ଏକ ମେଷଶାବକ ଠାରୁ

ସେ ବଳି ହେଲେ ଯାହା ଫଳରେ ଈଶ୍ଵର ତୁମ୍ଭମାନଙ୍କର ପାପସବୁ କ୍ଷମା କରିବେ । (ଦେଖନ୍ତୁ: ସ୍ପଷ୍ଟ ଏବଂ ଅସ୍ପଷ୍ଟ)

ନିଖୁନ୍ତ ବିହୁନେ ଏବଂ ନିଷ୍କଳଙ୍କ ବିହୁନେ

"ଦୋଷ ବିହୁନେ" ଏଠାରେ, ଏକ ସମାନ ଧାରଣା ଦୁଇ ପ୍ରକାରେ ବ୍ୟକ୍ତ ହୋଇଅଛି । (ଦେଖନ୍ତୁ: ଦୁଇଅଂଶ ଯୁକ୍ତ)