Door43-Catalog_or_tn/1PE/01/11.md

955 B

ସେମାନେ ଜାଣିବାକୁ ଅନୁସନ୍ଧାନ କଲେ

"ସେମାନେ ଜାଣିବାକୁ ଚେଷ୍ଟା କଲେ" କିମ୍ବା "ସେମାନେ ବିଷୟରେ ତଦନ୍ତ କଲେ" "ସେମାନେ" ଶବ୍ଦ ଭାବବାଦୀମାନଙ୍କୁ ଦର୍ଶାଏ ।

ସେମାନେ ଏହି ସବୁ ବିଷୟ କରୁଥିଲେ, ଆପଣା ଆପଣା ନିମନ୍ତେ ନୁହେଁ, କିନ୍ତୁ ତୁମ୍ଭମାନଙ୍କ ନିମନ୍ତେ

କେତେକ ଭାଷାରେ ନାସ୍ତିବାଚକ ପୂର୍ବରୁ ଆସ୍ତିବାଚକ ଲେଖିବା ଅଧିକ ସହଜ ହୁଏ । "ସେମାନେ ତୁମ୍ଭମାନଙ୍କ ନିମନ୍ତେ ଏହି ସବୁ ବିଷୟକୁ ସେବା କରୁଥିଲେ, ଆପଣା ଆପଣା ନିମନ୍ତେ ନୁହେଁ"