Door43-Catalog_or_tn/1PE/01/06.md

1.5 KiB

ଏଥିରେ ତୁମ୍ଭେମାନେ ଆନନ୍ଦ କର ଏହି ଶବ୍ଦ ୦୧:୦୩

୦୫ ସମସ୍ତ ଆଶୀର୍ବାଦକୁ ଏହି ଶବ୍ଦ ଦର୍ଶାଏ "ଈଶ୍ଵର ଯାହା କରିଅଛନ୍ତି ସେଥିନିମନ୍ତେ ତୁମ୍ଭେମାନେ ଆନନ୍ଦିତ ହୁଅ"

ବର୍ତ୍ତମାନ ତୁମ୍ଭେମାନେ ଦୁଃଖ ଅନୁଭବ କରିବା ଆବଶ୍ୟକ

"ବର୍ତ୍ତମାନ ଏହା ଯଥାର୍ଥ ଏବଂ ଉପଯୁକ୍ତ ଯେ ତୁମ୍ଭେମାନେ ଦୁଃଖଭୋଗ କର"

ତାହା ସୁନ ଠାରୁ ଅଧିକ ମୂଲ୍ୟବାନ ଅଟେ

"ଈଶ୍ଵର ସୁନା ଅଧିକ ଗୁରୁତ୍ଵ ଦେବାଠାରୁ ସେ ତୁମ୍ଭମାନଙ୍କର ବିଶ୍ଵାସକୁ ଅଧିକ ଗୁରୁତ୍ଵ ଦିଅନ୍ତି"

ଯାହା ଅଗ୍ନିରେ ବିନଷ୍ଟ ହୁଏ ତାହା ତୁମ୍ଭର ବିଶ୍ଵାସକୁ ପରୀକ୍ଷା କରେ "ଯଦିଓ ସୁନା ଅଗ୍ନ୍ତି ଦ୍ଵାରା ପରୀକ୍ଷିତ ହୁଏ, ଏହା ସଦା ସର୍ବଦା ନିମନ୍ତେ ଅକ୍ଷୁର୍ଣ୍ଣ ରହେ ନାହିଁ"

ଯୀଶୁ ଖ୍ରୀଷ୍ଟଙ୍କ ପ୍ରକାଶନରେ

"ଯେତେବେଳେ ଯୀଶୁ ଖ୍ରୀଷ୍ଟ ଫେରି ଆସନ୍ତି"