Door43-Catalog_or_tn/1PE/01/01.md

2.7 KiB
Raw Permalink Blame History

ପିତର, ଯୀଶୁ ଖ୍ରୀଷ୍ଟଙ୍କ ଜଣେ ପ୍ରେରିତ ବୋଲି ପିତର ନିଜକୁ ଚିହ୍ନଟ କରୁଅଛନ୍ତି । "ମୁଁ, ପିତର, ଯୀଶୁ ଖ୍ରୀଷ୍ଟଙ୍କ ବାର୍ତ୍ତାବାହକ ତୁମ୍ଭମାନଙ୍କୁ (ବହୁବଚନ) ଲେଖୁଅଛି"

ପନ୍ତ

ଏହା ବର୍ତ୍ତମାନ ଦିନରେ ଉତ୍ତର ଦିଗର ତୁର୍କୀ । (ଦେଖନ୍ତୁ: ଅଜଣା ଅନୁବାଦ)

ଗାଲାତିଆ

ଏହା ବର୍ତ୍ତମାନ ଦିନରେ ମଧ୍ୟସ୍ଥ ତୁର୍କୀ । (ଦେଖନ୍ତୁ: ଅଜଣା ଅନୁବାଦ)

କାପପାଦକିଆ

ଏହା ବର୍ତ୍ତମାନ ଦିନରେ ପୁର୍ବ ମଧ୍ୟସ୍ଥ ତୁର୍କୀ । (ଦେଖନ୍ତୁ: ଅଜଣା ଅନୁବାଦ)

ଆସିଆ

ଏହା ବର୍ତ୍ତମାନ ଦିନରେ ପଶ୍ଚିମ ମଧ୍ୟସ୍ଥ ତୁର୍କୀ । (ଦେଖନ୍ତୁ: ଅଜଣା ଅନୁବାଦ)

ବୀଥୁନିଆ

ଏହା ବର୍ତ୍ତମାନ ଦିନରେ ଉତ୍ତର ପୁର୍ବ ତୁର୍କୀ । (ଦେଖନ୍ତୁ: ଅଜଣା ଅନୁବାଦ)

ପୂର୍ବଜ୍ଞାନ

ସମ୍ଭାବନା ଅର୍ଥଗୁଡିକ: ୧) ଘଟଣା ଘଟିବାର ପୂର୍ବଜ୍ଞାନ କିମ୍ବା ) "ପୂର୍ବରେ ସ୍ଥିର କରିବା" (UDB)।

ତାହାଙ୍କ ରକ୍ତର ସିଞ୍ଚୀତ

ବଳିଦାନ ସ୍ଵରୁପେ ଯୀଶୁଙ୍କ ରକ୍ତ ଏବଂ ଯେତେବେଳେ ମୋଶା ଇସ୍ରାଏଲ ଗୋଷ୍ଠୀ ଉପରେ ରକ୍ତ ସିଞ୍ଚୀତ କଲେ ତାହାକୁ ଏହା ଦର୍ଶାଏ । (ଦେଖନ୍ତୁ: ତୁଳନା/ଉପମା/ରୂପକ)।

ତୁମ୍ଭମାନଙ୍କ ପ୍ରତି ଅନୁଗ୍ରହ ବର୍ତ୍ତୁ

ସେ ଲେଖୁଥିବା ଲୋକମାନଙ୍କର ସାଧାରଣ ନମସ୍କାର ତୁମ୍ଭମାନଙ୍କ ପ୍ରତି ଅନୁଗ୍ରହ ବର୍ତ୍ତୁ ଶବ୍ଦ ଅଟେ । କେତେକ ଭାଷାରେ ଏଠାରେ ତୁମ୍ଭମାନଙ୍କର ସାଧାରଣ ନମସ୍କାର ଲେଖିବା ଅଧିକ ସହଜ ଅଟେ । "ତୁମ୍ଭେମାନେ" ଏବଂ "ତୁମ୍ଭର" ଶବ୍ଦ ଉପର ଲିଖିତ ଭୌଗଳିକ ସ୍ଥାନରେ ରହୁଥିବା ବିଶ୍ଵାସୀମାନଙ୍କୁ ଦର୍ଶାଏ ।