Door43-Catalog_or_tn/1JN/05/20.md

935 B
Raw Permalink Blame History

ଆମ୍ଭେମାନେ ଜାଣୁ

“ଆମ୍ଭେମାନେ” ସମସ୍ତ ବିଶ୍ୱାସୀଙ୍କୁ ଦର୍ଶାଏ|

ଆମ୍ଭମାନଙ୍କୁ ଜ୍ଞାନ ଦେଇଅଛନ୍ତି

“ସତ୍ୟମୟଙ୍କୁ ଜାଣିବା ନିମନ୍ତେ ଆମ୍ଭମାନଙ୍କୁ ସକ୍ଷମ କରିଅଛନ୍ତି|” (ୟୁଡିବି)

ଯିଏ ସତ୍ୟମୟ ତାହାଙ୍କୁ ଆମ୍ଭେମାନେ ଜାଣୁ,

“ତାହାଙ୍କୁ” ଈଶ୍ୱର ପିତାଙ୍କୁ ଦର୍ଶାଏ|

ଆମ୍ଭେମାନେ ତାହାଙ୍କଠାରେ ଅଛୁ

ଦେଖନ୍ତୁ :୫ ୬ ରେ ଏହା କିପରି ଅନୁବାଦ କରାଗଲା|

ହେ ବତ୍ସଗଣ

ଦେଖନ୍ତୁ :୧ ରେ ତୁମ୍ଭେମାନେ କିପରି ଅନୁବାଦ କଲ|