Door43-Catalog_or_tn/1JN/05/18.md

1.2 KiB

ଏହା ଆମ୍ଭେମାନେ ଜାଣୁ

“ଆମ୍ଭେମାନେ” ସମସ୍ତ ବିଶ୍ୱାସୀଙ୍କୁ ଦର୍ଶାଏ| (ଦେଖନ୍ତୁ: ସୀମା ଅନ୍ତର୍ଭୁକ୍ତ)

ପାପ କରେ ନାହିଁ

“ଆଭ୍ୟାସଗତ ଭାବରେ ପାପ କରେ ନାହିଁ|” (ୟୁଡିବି)

ସମସ୍ତ ଜଗତ ଅଧିନରେ ଅଛି

“ଜଗତ” ଏକ ଲାକ୍ଷଣିକ ଶବ୍ଦ ଅଟେ ଯାହା ଶୟତାନ ଦ୍ୱାରା ଶାସିତ ଜାଗତିକ ପଦ୍ଧତିକୁ ଦର୍ଶାଏ| (ଦେଖନ୍ତୁ: ଲାକ୍ଷଣିକ ଶବ୍ଦ)

ପାପାତ୍ମାର

“ପାପାତ୍ମା” ଏକ ଲାକ୍ଷଣିକ ଶବ୍ଦ ଅଟେ ଯାହା ଶୟତାନକୁ ଦର୍ଶାଏ| (ଦେଖନ୍ତୁ: ଲାକ୍ଷଣିକ ଶବ୍ଦ)

ଆଉ ସମସ୍ତ ଜଗତ ଯେ ପାତ୍ମାର ଅଧୀନ

ଏହା ଅନୁବାଦ କରାଯାଇପାରେ “ଶୟତାନ ଜଗତରେ ସମସ୍ତ ଅବିଶ୍ୱାସୀମାନଙ୍କୁ ନିୟନ୍ତ୍ରଣ କରେ|”