Door43-Catalog_or_tn/1JN/05/11.md

1.0 KiB

ଏବଂ ସେହି ସାକ୍ଷ୍ୟ ଏହି ଯେ

“ଈଶ୍ୱର ଯାହା କହନ୍ତି|” (ୟୁଡିବି)

ସେହି ଜୀବନ ତାହାଙ୍କ ପୁତ୍ରଙ୍କଠାରେ ଅଛି

“ଯଦି ଆମ୍ଭେମାନେ ତାହାଙ୍କ ପୁତ୍ରଙ୍କ ସହିତ ସଂଯୁକ୍ତ ହେବା ଆମ୍ଭେମାନେ ଅନନ୍ତକାଳ ନିମନ୍ତେ ବଞ୍ଚିବା” (ୟୁଡିବି), କିମ୍ବା “ଯଦି ଆମ୍ଭେମାନେ ତାହାଙ୍କ ପୁତ୍ରଙ୍କ ସହିତ ସମ୍ମିଳିତ ହେବା, ଆମ୍ଭେମାନେ ଅନନ୍ତକାଳ ନିମନ୍ତେ ବଞ୍ଚିବା”

ଯେ ପୁତ୍ରଙ୍କୁ ପାଇଅଛି, ସେ ଜୀବନ ପାଇଅଛି

ଏହା ଅନୁବାଦ କରାଯାଇପାରେ “ଯେକେହି ଯୀଶୁଙ୍କୁ ବିଶ୍ୱାସ କରେ ତାହାଠାରେ ଅନନ୍ତଜୀବନ ଅଛି|