Door43-Catalog_or_tn/1JN/05/09.md

1.6 KiB

ଆମ୍ଭେମାନେ ଯଦି ମନୁଷ୍ୟର ସାକ୍ଷ୍ୟ ଗ୍ରହଣ କରୁ, ତେବେ ଈଶ୍ଵରଙ୍କ ସାକ୍ଷ୍ୟ ତାହାଠାରୁ ଶ୍ରେଷ୍ଠ

ବିକଳ୍ପ ଅନୁବାଦ: “ଯଦି ଆମ୍ଭେମାନେ ଲୋକଙ୍କ କଥା ବିଶ୍ଵାସ କରୁ, ତେବେ ଆମ୍ଭେମାନେ ଈଶ୍ଵରଙ୍କ କଥା ବିଶ୍ଵାସ କରିବା ଉଚିତ କାରଣ ସେ ସର୍ବଦା ସତ୍ୟ କହନ୍ତି|

ଯେ ଈଶ୍ଵରଙ୍କ ପୁତ୍ରଙ୍କଠାରେ ବିଶ୍ଵାସ କରେ, ସେ ଆପଣାର ଅନ୍ତରରେ ଏହି ସାକ୍ଷ୍ୟ ପାଇଅଛି

ବିକଳ୍ପ ଅନୁବାଦ: “ଯେକେହି ଯୀଶୁଙ୍କୁ ବିଶ୍ଵାସ କରେ ସେ ନିଶ୍ଚିତ ଜାଣେ ଯେ, ସେ ଈଶ୍ଵରଙ୍କ ପୁତ୍ର ଅଟନ୍ତି|”

ତାହାଙ୍କୁ ମିଥ୍ୟାବାଦୀ କରିଅଛି

“ଈଶ୍ଵରଙ୍କୁ ମିଥ୍ୟାବାଦୀ ବୋଲି କହୁଅଛି”

କାରଣ ଈଶ୍ଵର ଆପଣା ପୁତ୍ରଙ୍କ ବିଷୟରେ ଯେଉଁ ସାକ୍ଷ୍ୟ ଦେଇଅଛନ୍ତି, ସେଥିରେ ସେ ବିଶ୍ଵାସ କରି ନାହିଁ

“କାରଣ ଈଶ୍ଵର ଆପଣା ପୁତ୍ରଙ୍କ ବିଷୟରେ ଯେଉଁ ସତ୍ୟ କହିଅଛନ୍ତି, ତାହା ସେ ବିଶ୍ଵାସ କରେ ନାହିଁ”