Door43-Catalog_or_tn/1JN/05/04.md

1.2 KiB

ଯେକେହି

ଏହା ଈଶ୍ଵରଙ୍କ ସମସ୍ତ ସନ୍ତାନକୁ ଦର୍ଶାଏ|

ଜଗତକୁ ଜୟ କରେ

ଏହା ଅନୁବାଦ କରାଯାଇପାରେ “ମନ୍ଦ ବିଷୟ ଯାହା ଅବିଶ୍ଵାସୀମାନେ କରନ୍ତି ତାହା କରିବାକୁ ଅସମ୍ମତ ହୁଏ”

ଆଉ ଯାହା ଜଗତକୁ ଜୟ କରିଅଛି…ଆମ୍ଭମାନଙ୍କ ବିଶ୍ଵାସ

ଏହା ଅନୁବାଦ କରାଯାଇପାରେ “ଆମ୍ଭମାନଙ୍କ ବିଶ୍ଵାସ ଆମ୍ଭମାନଙ୍କୁ ଈଶ୍ଵରଙ୍କ ବିରୁଦ୍ଧରେ ପାପର ପ୍ରତିରୋଧ କରିବା ନିମନ୍ତେ ଶକ୍ତି ଦିଏ|”

ତାହାଛଡ଼ା ଆଉ କିଏ ଜଗତକୁ ଜୟ କରେ?

ଏହା ଏକ ଆଳଙ୍କାରିକ ପ୍ରଶ୍ନ ଯେଉଁଠାରେ ଉପଲକ୍ଷଣ ଅଛି (ଜଗତ)| “ସେ” ବିଶ୍ଵାସୀମାନଙ୍କୁ ଦର୍ଶାଏ| (ଦେଖନ୍ତୁ: ପ୍ରଭାବିତ ପ୍ରଶ୍ନ ଏବଂ ଲାକ୍ଷଣିକ ଶବ୍ଦ)