Door43-Catalog_or_tn/1JN/04/19.md

639 B

ଆମ୍ଭେମାନେ

ଏହା ଯୋହନ, ଯେଉଁମାନଙ୍କୁ ଯୋହନ ଲେଖୁଛନ୍ତି ସେହି ଲୋକମାନଙ୍କୁ, ପ୍ରତ୍ୟେକ ସ୍ଥାନର ବିଶ୍ୱାସୀମାନଙ୍କୁ ଦର୍ଶାଏ|“ (ଦେଖନ୍ତୁ:ସୀମା ଅନ୍ତର୍ଭୁକ୍ତ)

ଆପଣା ଭାଇକୁ ଘୃଣା କରେ

“ସହ ବିଶ୍ୱାସୀକୁ ଘୃଣା କରେ|” (ୟୁଡିବି)

ତାହାଙ୍କଠାରୁ ଆଜ୍ଞା

“ତାହାଙ୍କ” ଈଶ୍ୱରଙ୍କୁ ଦର୍ଶାଏ|