Door43-Catalog_or_tn/1JN/04/11.md

2.2 KiB
Raw Permalink Blame History

ହେ ପ୍ରିୟମାନେ

“ପ୍ରିୟ ବନ୍ଧୁମାନେ|” (ୟୁଡିବି)

ଈଶ୍ୱର ଯଦି ଆମ୍ଭମାନଙ୍କୁ ଏପରି ପ୍ରେମ କଲେ

ଏହା ଅନୁବାଦ କରାଯାଇପାରେ “ଯେହେତୁ ଈଶ୍ୱର ଆମ୍ଭମାନଙ୍କୁ ବହୁତ ପ୍ରେମ କଲେ”

ପରସ୍ପରକୁ ପ୍ରେମ କରିବା

“ବିଶ୍ୱାସୀମାନେ ଅନ୍ୟ ବିଶ୍ୱାସୀଙ୍କୁ ପ୍ରେମ କରିବା|”

ଈଶ୍ୱର ଆମ୍ଭମାନଙ୍କ…ଆମ୍ଭେମାନେ ତାହାଙ୍କଠାରେ ଅଛୁ ଓ ସେ ଆମ୍ଭମାନଙ୍କଠାରେ ଅଛନ୍ତି

ଦେଖନ୍ତୁ :୫ ୬ ରେ ଏହା କିପରି ଅନୁବାଦ କରାଗଲା|

ତାହାଙ୍କ ପ୍ରେମ ଆମ୍ଭମାନଙ୍କଠାରେ ସିଦ୍ଧ ହୋଇଅଛି

ଏହା ଅନୁବାଦ କରାଯାଇପାରେ “ଈଶ୍ୱରଙ୍କ ପ୍ରେମ ଆମ୍ଭମାନଙ୍କଠାରେ ପୂର୍ଣ୍ଣ କରାଯାଇଅଛି|”

କାରଣ ସେ ଆମ୍ଭମାନଙ୍କୁ ଆପଣା ଆତ୍ମା ଦାନ କରିଅଛନ୍ତି

ଏହା ଅନୁବାଦ କରାଯାଇପାରେ “କାରଣ ସେ ଆମ୍ଭମାନଙ୍କ ଅନ୍ତରରେ ପବିତ୍ର ଆତ୍ମା ଦେଇଅଛନ୍ତି”

ପିତା ଯେ ପୁତ୍ରଙ୍କୁ ଜଗତର ତ୍ରାଣକର୍ତ୍ତା ହେବା ନିମନ୍ତେ ପ୍ରେରଣ କରିଅଛନ୍ତି, ଏହା ଆମ୍ଭେମାନେ ଦେଖିଅଛୁ ଓ ସାକ୍ଷ୍ୟ ଦେଉଅଛୁ|

ଏହା ଅନୁବାଦ କରାଯାଇପାରେ “ଏବଂ ଆମ୍ଭେମାନେ ଯେ ପ୍ରେରିତ, ଈଶ୍ୱରଙ୍କ ପୁତ୍ରଙ୍କୁ ଦେଖିଅଛୁ ଓ ପ୍ରତ୍ୟେକଙ୍କୁ କହୁଅଛୁ, ଈଶ୍ୱର ପିତା, ଏହି ଜଗତରେ ଲୋକଙ୍କୁ ରକ୍ଷା କରିବା ନିମନ୍ତେ ଆପଣା ପୁତ୍ରଙ୍କୁ ପ୍ରେରଣ କଲେ|”