Door43-Catalog_or_tn/1JN/04/09.md

1.9 KiB

ଏଥିରେ ହିଁ ଈଶ୍ୱରଙ୍କ ପ୍ରେମ ଆମ୍ଭମାନଙ୍କ ପ୍ରତି ପ୍ରକାଶିତ ହୋଇଅଛି,

ଏହା ଅନୁବାଦ କରାଯାଇପାରେ “ଈଶ୍ୱର ଦେଖାନ୍ତି ଯେ, ସେ ଆମ୍ଭମାନଙ୍କୁ ପ୍ରେମ କଲେ,”

ଯେପରି ଆମ୍ଭେମାନେ ତାହାଙ୍କ ଦ୍ୱାରା ଜୀବନ ପ୍ରାପ୍ତ ହେଉ

ଏହା ଅନୁବାଦ କରାଯାଇପାରେ “ଯୀଶୁ କାର୍ଯ୍ୟ ହେତୁରୁ ଆମ୍ଭେମାନେ ଆତ୍ମିକ ଭାବେ ବଞ୍ଚିବା ନିମନ୍ତେ ସମର୍ଥ ଅଟୁ|”

ଏଥିରେ ତ ପ୍ରେମ

ଏହା ଅନୁବାଦ କରାଯାଇପାରେ “ଈଶ୍ୱର ଆମ୍ଭମାନଙ୍କୁ ଦେଖାନ୍ତି ଯେ ପ୍ରକୃତ ପ୍ରେମ କଅଣ ଅଟେ”

ଆମ୍ଭେମାନେ ଯେ ଈଶ୍ୱରଙ୍କୁ ପ୍ରେମ କଲୁ, ତାହା ନୁହେଁ,

ଏହା ଅନୁବାଦ କରାଯାଇପାରେ “ଏହା ଏହି ପ୍ରକାରେ ନୁହେଁ ଯେଉଁ ପ୍ରକାରେ ଆମ୍ଭେମାନେ ଈଶ୍ୱରଙ୍କୁ ପ୍ରେମ କରୁ”

ପ୍ରାୟଶ୍ଚିତ ଅର୍ଥ ଏକ ଅଭିଷିକ୍ତ ବଳିଦାନ|

ପୁଣି ଆପଣା ପୁତ୍ରଙ୍କୁ ଆମ୍ଭମାନଙ୍କ ପାପର ପ୍ରାୟଶ୍ଚିତ ସ୍ୱରୂପ କରି ପଠାଇଲେ|

ଏହା ଅନୁବାଦ କରାଯାଇପାରେ“ପୁଣି ଆପଣା ପୁତ୍ରଙ୍କୁ ପ୍ରେରଣ କଲେ ତାହାଙ୍କୁ ବଳିଦାନ ଦେବା ନିମନ୍ତେ ଯେପରି ଈଶ୍ୱର ଆମ୍ଭମାନଙ୍କ ସମସ୍ତ ପାପ କ୍ଷମା କରିପାରନ୍ତି|”