Door43-Catalog_or_tn/1JN/04/07.md

2.4 KiB

ହେ ପ୍ରିୟମାନେ

“ହେ ପ୍ରିୟ ବନ୍ଧୁମାନେ|” (ୟୁଡିବି)

ଆସ, ଆମ୍ଭେମାନେ ପରସ୍ପରକୁ ପ୍ରେମ କରୁ

“ବିଶ୍ୱାସୀମାନେ ଅନ୍ୟ ବିଶ୍ୱାସୀମାନଙ୍କୁ ପ୍ରେମ କରନ୍ତୁ|”

ଈଶ୍ୱର ତ ପ୍ରେମ

ଏହା ଏକ ଉଦାହରଣ ଅଟେ ଯାହାର ଅର୍ଥ “ଈଶ୍ୱରଙ୍କ ଚରିତ୍ର ପ୍ରେମ ଅଟେ|” (ଦେଖନ୍ତୁ: ଉଦାହରଣ)

କାରଣ ପ୍ରେମ ଈଶ୍ୱରଙ୍କଠାରୁ ଜାତ

“ ଏହା ଅନୁବାଦ କରାଯାଇପାରେ “କାରଣ ଈଶ୍ୱରଙ୍କ ହେତୁ ଆମ୍ଭେମାନେ ପରସ୍ପରକୁ ପ୍ରେମ କରୁ”

ଈଶ୍ୱରଙ୍କଠାରୁ ଜାତ

ଏହା ଏକ ଉଦାହରଣ ଅଟେ ଯାହାର ଅର୍ଥ, ଯେପରି ଏକ ଶିଶୁ ସହିତ ତାହାର ପିତା, ସେହିପରି ଈଶ୍ୱରଙ୍କ ସହିତ ସମ୍ପର୍କ ଅଛି|

ଆଉ ଯେକେହି ପ୍ରେମ କରେ, ସେ ଈଶ୍ୱରଙ୍କଠାରୁ ଜାତ ଓ ଈଶ୍ୱରଙ୍କୁ ଜାଣେ|

ଏହା ଅନୁବାଦ କରାଯାଇପାରେ “କାରଣ ଯେଉଁମାନେ ଆପଣାମାନଙ୍କ ସହ ବିଶ୍ୱାସୀମାନଙ୍କୁ ପ୍ରେମ କରନ୍ତି ସେମାନେ ଈଶ୍ୱରଙ୍କ ସନ୍ତାନ ହୋଇଅଛନ୍ତି ଓ ତାହାଙ୍କୁ ଜାଣନ୍ତି|” (ୟୁଡିବି)

ଯେ ପ୍ରେମ କରେ ନାହିଁ, ସେ ଈଶ୍ୱରଙ୍କୁ ଜାଣେ ନାହିଁ, କାରଣ ଈଶ୍ୱର ତ ପ୍ରେମ

ଏହା ଅନୁବାଦ କରାଯାଇପାରେ “ଈଶ୍ୱରଙ୍କ ଗୁଣ ସମସ୍ତ ଲୋକଙ୍କୁ ପ୍ରେମ କରିବା| ଯେଉଁମାନେ ଆପଣା ସହବିଶ୍ୱାସୀମାନଙ୍କୁ ପ୍ରେମ କରନ୍ତି ନାହିଁ ସେମାନେ ଈଶ୍ୱରଙ୍କୁ ଜାଣନ୍ତି ନାହିଁ କାରଣ ଈଶ୍ୱରଙ୍କ ଚରିତ୍ର ଲୋକମାନଙ୍କ ପ୍ରତି ପ୍ରେମ ଅଟେ”