Door43-Catalog_or_tn/1JN/03/23.md

2.3 KiB
Raw Permalink Blame History

ଏହା ତାହାଙ୍କର ଆଜ୍ଞା

ଏହା ଅନୁବାଦ କରାଯାଇପାରେ “ଯାହା ଈଶ୍ୱର ଇଛା କରନ୍ତି ଆମ୍ଭେମାନେ କରିବୁ ବୋଲି|”

ସେ ତାହାଙ୍କଠାରେ ରହେ, ଓ ଈଶ୍ୱର ତାହାଠାରେ ରହନ୍ତି

ଦେଖନ୍ତୁ :୫ ୬ ଏହା କିପରି ଅନୁବାଦ କଲେ|

ଯେହେତୁ ଈଶ୍ୱର ପ୍ରେମ ଅଟନ୍ତି

“ ଏହା ଏହିପରି ଅନୁବାଦ କରାଯାଇପାରେ “ଈଶ୍ୱରଙ୍କ ପାଇଁ ଆମ୍ଭେମାନେ ପରସ୍ପରକୁ ପ୍ରେମ କରୁ”

ଈଶ୍ୱରଙ୍କ ଠାରୁ ଜାତ

ଏହା ଏକ ଉଦାହରଣ ଅଟେ, ଯେପରି ଏକ ଶିଶୁ ନିମନ୍ତେ ତାହାର ପିତା ସେହିପରି ଈଶ୍ୱରଙ୍କ ସହିତ ସହଭାଗିତା ଅଛି (ଦେଖନ୍ତୁ: ଉଦାହରଣ)

ଆଉ ଯେକେହି ପ୍ରେମ କରେ ସେ ଈଶ୍ୱରଙ୍କଠାରୁ ଜାତ ଓ ଈଶ୍ୱରଙ୍କୁ ଜଣେ|

ଏହା ଅନୁବାଦ କରାଯାଇପାରେ “କାରଣ ଯେଉଁମାନେ ଆପଣା ସହ ବିଶ୍ୱାସୀଙ୍କୁ ପ୍ରେମ କରନ୍ତି ସେମାନେ ଈଶ୍ୱରଙ୍କ ସନ୍ତାନ ହୁଅନ୍ତି ଓ ତାହାଙ୍କୁ ଜାଣନ୍ତି|” (ୟୁଡିବି)

ଯେ ପ୍ରେମ କରେ ନାହିଁ ସେ ଈଶ୍ୱରଙ୍କୁ ଜାଣେ ନାହିଁ, କାରଣ ଈଶ୍ୱର ପ୍ରେମ ଅଟନ୍ତି

ଏହା ଏହିପରି ଅନୁବାଦ କରାଯାଇପାରେ “ଲୋକସମସ୍ତଙ୍କୁ ପ୍ରେମ କରିବା ଈଶ୍ୱରଙ୍କ ପ୍ରକୃତି ଅଟେ| ଯେଉଁମାନେ ଆପଣା ସହ ବିଶ୍ୱାସୀଙ୍କୁ ପ୍ରେମ କରନ୍ତି ନାହିଁ ସେମାନେ ଈଶ୍ୱରଙ୍କୁ ଜାଣନ୍ତି ନାହିଁ, କାରଣ ସମସ୍ତ ଲୋକଙ୍କୁ ପ୍ରେମ କରିବା ଈଶ୍ୱରଙ୍କ ଗୁଣ ଅଟେ|”