Door43-Catalog_or_tn/1JN/03/19.md

1.8 KiB
Raw Permalink Blame History

ଆମ୍ଭେମାନେ ସତ୍ୟର ସନ୍ତାନ

ଏହା ଏହିପରି ଅନୁବାଦ କରାଯାଇପାରେ “ଯୀଶୁ ଆମ୍ଭମାନଙ୍କୁ ଦେଇଥିବା ଶିକ୍ଷା ଅନୁଯାଇ ଆମ୍ଭେମାନେ ଜୀବନଯାପନ କରୁଅଛୁ|”

ଆପଣାମାନଙ୍କ ହୃଦୟ ସୁସ୍ଥିର କରିପାରିବା

୩:୧୯ ରେ ଏହି ଶବ୍ଦ “ହୃଦୟ”ଏହା ଦର୍ଶାଏ, ଏକ ବ୍ୟକ୍ତିର ବିବେକ ବା ଏକ ବ୍ୟକ୍ତିର ଭାବନାର ଏକ ଅଂଶ ଯାହା ଦ୍ୱାରା ଈଶ୍ୱର ତାହାକୁ ତାହାର ପାପମୟ କାର୍ଯ୍ୟକୁ ଅବଗତ କରାନ୍ତି| ଏହା ଏହିପରି ଅନୁବାଦ କରାଯାଇପାରେ “ଈଶ୍ଵରଙ୍କ ଛାମୁରେ ଆମ୍ଭେମାନେ ଦୋଷୀ ଅନୁଭବ କରିବା ନାହିଁ|” (ୟୁଡିବି) (ଦେଖନ୍ତୁ: ଲାକ୍ଷଣିକ ଶବ୍ଦ)

ଈଶ୍ୱର ଆମ୍ଭମାନଙ୍କ ହୃଦୟଠାରୁ ମହାନ

ଏହା ଏହିପରି ଅନୁବାଦ କରାଯାଇପାରେ “ଆମ୍ଭେମାନେ ଜାଣୁ ଈଶ୍ୱର ଆମ୍ଭମାନଙ୍କ ହୃଦୟଠାରୁ ଉତ୍ତମ ବିଚାରକର୍ତ୍ତା ଅଟନ୍ତି|”

ପୁଣି ତାହାଙ୍କର ଦୃଷ୍ଟିରେ ଯାହା ସନ୍ତୋଷଜନକ, ତାହା କରିଥାଉ|

ଏହା ଅନୁବାଦ କରାଯାଇପାରେ “ଆମ୍ଭେମାନେ ତାହା କରୁ ଯାହା ତାହାଙ୍କ ସନ୍ତୋଷଜନକ”