Door43-Catalog_or_tn/1JN/03/11.md

1.2 KiB

ଆମ୍ଭେମାନେ ପ୍ରେମ କରିବା ଉଚିତ୍

ଏଠାରେ, ଏହି ଶବ୍ଦ “ଆମ୍ଭେମାନେ” ସମସ୍ତ ବିଶ୍ୱାସୀଙ୍କୁ ଦର୍ଶାଏ| (ଦେଖନ୍ତୁ: ସୀମା ଅନ୍ତର୍ଭୁକ୍ତ)

ଆଉ ସେ ତାହାକୁ କାହିଁକି ବଧ କଲା? କାରଣ

ଯୋହନ ଆପଣା ଶ୍ରୋତାଗଣକୁ ଶିକ୍ଷା ଦେବା ନିମନ୍ତେ ଏହି ପ୍ରଶ୍ନକୁ ବ୍ୟବହାର କରନ୍ତି| ଏହି ଉକ୍ତିକୁ ଏହିପରି ଅନୁବାଦ କରାଯାଇପାରେ: “ସେ ତାହାକୁ ବଧ କଲା କାରଣ” (ଦେଖନ୍ତୁ: ପ୍ରଭାବିତ ପ୍ରଶ୍ନ)

ତାହାର କାର୍ଯ୍ୟ ପାପମୟ, ଆଉ ତାହାର ଛୋଟ ଭାଇର କାର୍ଯ୍ୟ ଧର୍ମମୟ ଥିଲା

ଏହା ଅନୁବାଦ କରାଯାଇପାରେ “କାରଣ ସେ ସଦାବେଳେ ପାପମୟ କାର୍ଯ୍ୟ କରୁଥିଲା ଆଉ ତାହାର ଛୋଟ ଭାଇ ଉତ୍ତମ କାର୍ଯ୍ୟ କରୁଥିଲା|”