Door43-Catalog_or_tn/1JN/03/09.md

2.2 KiB

ଯେଉଁମାନେ ଈଶ୍ଵରଙ୍କଠାରୁ ଜାତ

ଏହା ଏହିପରି ପ୍ରତ୍ୟକ୍ଷ ବାକ୍ୟାଂଶରେ ଅନୁବାଦ କରାଯାଇପାରେ: “ଯେଉଁମାନଙ୍କୁ ଈଶ୍ଵର ଆପଣା ସନ୍ତାନ କରିଅଛନ୍ତି|” (ଦେଖନ୍ତୁ: ପ୍ରତ୍ୟକ୍ଷ ବା ପରୋକ୍ଷ)

ପାପ କରେ ନାହିଁ

“ନିରନ୍ତର ପାପ କରି ପାରେ ନାହିଁ” (ୟୁଡିବି)

ଈଶ୍ଵରଙ୍କ ବୀଜ

ଏହା ଏକ ଭୌତିକ ବୀଜ ସହିତ ତୁଳନା କରାଯାଇଛି ଯାହା ମାଟିରେ ପୋତାଯାଏ ଏବଂ ପବିତ୍ର ଆତ୍ମାଙ୍କଠାରେ ବଢ଼େ ଯାହା ଈଶ୍ୱର ବିଶ୍ୱାସୀମାନଙ୍କ ଅନ୍ତରରେ ଦିଅନ୍ତି ଯାହା ପାପର ପ୍ରତିରୋଧ କରିବା ନିମନ୍ତେ ସେମାନଙ୍କୁ ଶକ୍ତି ଦିଏ ଓ ଈଶ୍ୱରଙ୍କ ସନ୍ତୋଷଜନକ କାର୍ଯ୍ୟ କରେ| ଏହା ଏହିପରି ଅନୁବାଦ କରାଯାଇପାରେ “ପବିତ୍ର ଆତ୍ମା|” (ଦେଖନ୍ତୁ: ଉଦାହରଣ)

ସେ ଈଶ୍ଵରଙ୍କଠାରୁ ଜାତ ହେବାରୁ

ଏହା ଏହିପରି ପ୍ରତ୍ୟକ୍ଷ ବାକ୍ୟାଂଶରେ ଅନୁବାଦ କରାଯାଇପାରେ: “ଈଶ୍ଵର ତାହାକୁ ନୂତନ ଆତ୍ମିକ ଜୀବନ ଦେଇଛନ୍ତି” କିମ୍ବା “ସେ ଈଶ୍ଵରଙ୍କ ସନ୍ତାନ ଅଟେ|”

ଏଥିରେ କିଏ ଈଶ୍ଵରଙ୍କ ସନ୍ତାନ ଓ କିଏ ଶୟତାନର ସନ୍ତାନ, ଏହା ପ୍ରକାଶିତ ହୁଏ|

ଏହା ଏହିପରି ପ୍ରତ୍ୟକ୍ଷ ବାକ୍ୟରେ ଅନୁବାଦ କରାଯାଇପାରେ: “ଏହିପରି ଆମ୍ଭେମାନେ ଈଶ୍ଵରଙ୍କ ସନ୍ତାନକୁ ଓ ଶୟତାନର ସନ୍ତାନକୁ ଜାଣୁ|”