Door43-Catalog_or_tn/1JN/03/04.md

1.7 KiB
Raw Permalink Blame History

ପାପ କରେ

“ଅବିରତ ପାପ କରେ” (ୟୁଡିବି)

ବ୍ୟବସ୍ଥା ଲଂଘନ କରେ

“ଈଶ୍ଵରଙ୍କ ବ୍ୟବସ୍ଥା ପାଳନ କରିବାକୁ ଅଗ୍ରାହ୍ୟ କରେ” (ୟୁଡିବି)

ତୁମ୍ଭେମାନେ

ଏଠାରେ “ତୁମ୍ଭେମାନେ” ବହୁବଚନ ଅଟେ ଏବଂ ଯୋହନ ଯେଉଁମାନଙ୍କୁ ଲେଖୁଛନ୍ତି ସେହି ଲୋକମାନଙ୍କୁ ଦର୍ଶାଏ| (ଦେଖନ୍ତୁ: ତୁମ୍ଭେମାନେ ର ପ୍ରକାର)

ଖ୍ରୀଷ୍ଟ ପ୍ରକାଶିତ ହେଲେ

ଏହା ପ୍ରତ୍ୟକ୍ଷ କ୍ରିୟାରେ ଏହିପରି ଅନୁବାଦ କରାଯାଇପାରେ : “ଖ୍ରୀଷ୍ଟ ଦୃଷ୍ଟିଗୋଚର ହେଲେ” କିମ୍ବା “ଈଶ୍ଵର ଖ୍ରୀଷ୍ଟଙ୍କୁ ପ୍ରକାଶ କଲେ|” (ଦେଖନ୍ତୁ: ପ୍ରତ୍ୟକ୍ଷ ବା ପରୋକ୍ଷ)

ତାହାଙ୍କଠାରେ ରହେ

ଦେଖନ୍ତୁ ଏହା କିପରି :୫ ୬ ରେ ଅନୁବାଦ କଲେ

ତାହାଙ୍କୁ ଦେଖି ନାହିଁ, କିଅବା ତାହାଙ୍କୁ ଜାଣି ନାହିଁ

ଗୁରୁତ୍ୱ ଦେବା ନିମନ୍ତେ ସମାନ ବିଷୟକୁ ଦୁଇ ଥର ଏହା କୁହାଯାଇଛି| ଏହା ଏହିପରି ଅନୁବାଦ କରାଯାଇପାରେ “ପ୍ରକୃତରେ ସେ ତାହାଙ୍କଠାରେ କଦାପି ବିଶ୍ୱାସ କରି ନାହିଁ|” (ଦେଖନ୍ତୁ: ଯୁଗ୍ମ)