Door43-Catalog_or_tn/1JN/02/27.md

2.7 KiB
Raw Permalink Blame History

ଏବଂ ଯେପରି ତୁମ୍ଭମାନଙ୍କ ନିମନ୍ତେ

:୨୭ ୨୯ ରେ ଏହି ଶବ୍ଦ “ତୁମ୍ଭମାନଙ୍କ” ବହୁବଚନ ଅଟେ ଏବଂ ବିଶ୍ୱାସୀମାନଙ୍କୁ ଦର୍ଶାଏ ଯେଉଁମାନଙ୍କୁ ଯୋହନ ଲେଖୁଛନ୍ତି| (ଦେଖନ୍ତୁ: ତୁମ୍ଭମାନଙ୍କ ର ପ୍ରକାର)

ଅଭିଷେକ

ଏହା “ଈଶ୍ୱରଙ୍କ ଆତ୍ମା” କୁ ଦର୍ଶାଏ| : ରେ “ଅଭିଷେକ” ବିଷୟରେ ବିବରଣୀ ଦେଖନ୍ତୁ|

ଯେପରି ତାହାଙ୍କ ଅଭିଷେକ ତୁମ୍ଭମାନଙ୍କୁ ଶିକ୍ଷା ଦିଏ

“କାରଣ ତାହାଙ୍କ ଅଭିଷେକ ତୁମ୍ଭମାନଙ୍କୁ ଶିକ୍ଷା ଦିଏ”

ସମସ୍ତ ବିଷୟ

ଏଠାରେ ଏହି ବାକ୍ୟାଂଶ ଏକ ଅତ୍ୟୁକ୍ତି ଅଟେ| ଏହା ଏହିପରି ଅନୁବାଦ କରାଯାଇପାରେ “ସମସ୍ତ ବିଷୟ ଯାହା ତୁମ୍ଭମାନଙ୍କ ଜାଣିବା ଆବଶ୍ୟକ” (ୟୁଡିବି) (ଦେଖନ୍ତୁ: ଅତ୍ୟୁକ୍ତି)

ତାହାଙ୍କଠାରେ ରୁହ

ଦେଖନ୍ତୁ ଏହି ବାକ୍ୟାଂଶ ସ୍ପଷ୍ଟ ଓ ଅବ୍ୟକ୍ତ ସୂଚ଼ନାରେ ଅନୁବାଦ କଲେ)

ବର୍ତ୍ତମାନ

ଏହି ଶବ୍ଦ, ପତ୍ରରେ ଏକ ନୂତନ ଅଂଶ ଚିହ୍ନିତ କରିବାକୁ ବ୍ୟବହାର କରାଯାଇଛି|

ହେ ବତ୍ସଗଣ

ଦେଖନ୍ତୁ କିପରି ତୁମ୍ଭେମାନେ :୧ ରେ ଅନୁବାଦ କଲ|

ସେ ପ୍ରକାଶିତ ହେବେ

“ଆମ୍ଭେମାନେ ତାହାଙ୍କୁ ଦେଖୁ”

ସାହସ ପ୍ରାପ୍ତ

“ଦୃଢ଼ ବିଶ୍ୱାସ”

ତାହାଙ୍କ ଆଗମନ ସମୟରେ ତାହାଙ୍କ ଛାମୁରେ

ଏହି ବାକ୍ୟାଂଶ “ତାହାଙ୍କ ଆଗମନ” ଦର୍ଶାଏ ଯେ, ରାଜା ଓ ଏହି ଜଗତର ବିଚାରପତି ରୂପେ ଯୀଶୁ ପୁନର୍ବାର ଆସିବେ| ଏହା ଏହିପରି ଅନୁବାଦ କରାଯାଇପାରେ “ଯେତେବେଳେ ସେ ସମସ୍ତ ଲୋକଙ୍କୁ ବିଚାର କରିବା ନିମନ୍ତେ ଫେରିବେ|”

ତାହାଙ୍କଠାରୁ ଜାତ

“ଈଶ୍ୱରଙ୍କଠାରୁ ଜାତ” କିମ୍ବା “ଈଶ୍ୱରଙ୍କ ସନ୍ତାନ ଅଟେ”