Door43-Catalog_or_tn/1JN/02/12.md

2.8 KiB
Raw Permalink Blame History

ବତ୍ସଗଣ

:୧ ରେ ଦେଖନ୍ତୁ କିପରି ତୁମ୍ଭେ ଅନୁବାଦ କଲ|

ତୁମ୍ଭମାନଙ୍କର ପାପ କ୍ଷମା ହୋଇଅଛି

ଏହା ପ୍ରତ୍ୟକ୍ଷ ବାକ୍ୟାଂଶରେ ଏହିପରି ଅନୁବାଦ କରାଯାଇପାରେ: “ଈଶ୍ୱର ଆମ୍ଭମାନଙ୍କ ପାପସବୁ କ୍ଷମା କରିଅଛନ୍ତି” (ୟୁଡିବି)| (ଦେଖନ୍ତୁ: ପ୍ରତ୍ୟକ୍ଷ ବା ପରୋକ୍ଷ)

ଖ୍ରୀଷ୍ଟଙ୍କ ନାମ ସକାଶେ

“ଖ୍ରୀଷ୍ଟଙ୍କ ନାମ”ଏକ ଲାକ୍ଷଣିକ ଶବ୍ଦ ଯାହା ଖ୍ରୀଷ୍ଟଙ୍କୁ ଦର୍ଶାଏ ଓ ତାହାଙ୍କ ସମସ୍ତ କାର୍ଯ୍ୟ ଯାହା ସେ କରିଅଛନ୍ତି|“ ଏହା ଏହିପରି ଅନୁବାଦ କରାଯାଇପାରେ “ଖ୍ରୀଷ୍ଟ ତୁମ୍ଭମାନଙ୍କ ନିମନ୍ତେ କରିଥିବା କାରଣରୁ” (ୟୁଡିବି)| (ଦେଖନ୍ତୁ: ଲାକ୍ଷଣିକ ଶବ୍ଦ)

ହେ ପିତୃଗଣ, ମୁଁ ତୁମ୍ଭମାନଙ୍କ ନିକଟକୁ ଲେଖୁଅଛି

ଏହି ଶବ୍ଦ “ପିତୃଗଣ” ଏଠାରେ ଏକ ଉଦାହରଣ ଅଟେ ଓ ପରିପକ୍ୱ ବିଶ୍ୱାସୀମାନଙ୍କୁ ଦର୍ଶାଏ| ଏହା ଏହିପରି ଅନୁବାଦ କରାଯାଇପାରେ “ପରିପକ୍ୱ ବିଶ୍ୱାସୀମାନେ, ମୁଁ ତୁମ୍ଭମାନଙ୍କୁ ଲେଖେ|”

ତୁମ୍ଭମାନେ ଜାଣିଅଛ

“ସହିତ ତୁମ୍ଭମାନଙ୍କ ସହଭାଗିତା ଅଛି”

ଯେ ଆଦ୍ୟରୁ ଅଛନ୍ତି, ତାହାଙ୍କୁ

“ତାହାଙ୍କୁ ଯେ ସର୍ବଦା ବାସ କରନ୍ତି” କିମ୍ବା “ଯେ ସର୍ବଦା ବିଦ୍ୟମାନ ଅଛନ୍ତି|” ଏହା ହୋଇପାରେ “ଯୀଶୁ” ଙ୍କୁ କିମ୍ବା “ଈଶ୍ୱର ପିତା” ଙ୍କୁ ଦର୍ଶାଏ|” (ଦେଖନ୍ତୁ: ଅସ୍ପଷ୍ଟତା)

ହେ ଯୁବକଗଣ

ଏହା ଏହିପରି ଅନୁବାଦ କରାଯାଇପାରେ “ଯୁବା ବିଶ୍ୱାସୀଗଣ|”

ଈଶ୍ୱରଙ୍କ ବାକ୍ୟ ତୁମ୍ଭମାନଙ୍କଠାରେ ଅଛି

“ ଈଶ୍ୱରଙ୍କ ବାକ୍ୟ ତୁମ୍ଭମାନେ ଜାଣ|”

ଜୟ କରିଅଛ

“ବିଜୟୀ ହୋଇଅଛି” କିମ୍ବା “ଜୟଲାଭ କରିଅଛି” କିମ୍ବା “ପରାସ୍ତ କରିଅଛି”” (ୟୁଡିବି)