Door43-Catalog_or_tn/1JN/01/03.md

3.1 KiB

ଯାହା ଆମ୍ଭେମାନେ ଦେଖିଅଛୁ ଓ ଶୁଣିଅଛୁ, ତାହା ତୁମ୍ଭମାନଙ୍କୁ ମଧ୍ୟ ଜଣାଉଅଛୁ

“ଆମ୍ଭେମାନେ ତୁମ୍ଭମାନଙ୍କୁ ମଧ୍ୟ ଜଣାଉଅଛୁ ଯାହା ଆମ୍ଭେମାନେ ଦେଖିଅଛୁ ଓ ଶୁଣିଅଛୁ”

ଆମ୍ଭେମାନେ…ଆମ୍ଭମାନଙ୍କୁ…ଆମ୍ଭମାନଙ୍କର

ଏହି ସର୍ବନାମଗୁଡ଼ିକ ଯୋହନ ଏବଂ ଯେଉଁମାନେ ଯୀଶୁଙ୍କୁ ଜୀବିତ ଦେଖିଲେ ଓ ବର୍ତ୍ତମାନ ଏହା ବିଷୟରେ ଯେଉଁ ଲୋକମାନଙ୍କୁ ଶିକ୍ଷା ଦେଉଛନ୍ତି ସେମାନଙ୍କୁ ଦର୍ଶାଏ| (ଦେଖନ୍ତୁ ସୀମା ବହିର୍ଭୁକ୍ତ)

ତୁମ୍ଭେମାନେ

ଏହି ଶବ୍ଦ “ତୁମ୍ଭେମାନେ” ବହୁବଚନ ଅଟେ ଏବଂ ଯୋହନ ଯେଉଁମାନଙ୍କୁ ଲେଖୁଥିଲେ ସେହି ଲୋକମାନଙ୍କୁ ଦର୍ଶାଏ| (ଦେଖନ୍ତୁ: ‘ତୁମ୍ଭେମାନେ’ ର ପ୍ରକାର)

ଆମ୍ଭମାନଙ୍କ ସହିତ ସହଭାଗିତା ଅଛି| ଆଉ ଆମ୍ଭମାନଙ୍କର ସହଭାଗିତା ପିତାଙ୍କ ସହିତ ଅଛି

ଏଠାରେ ଏହି ଶବ୍ଦ ସହଭାଗିତା ଘନିଷ୍ଠ ବନ୍ଧୁତାକୁ ଦର୍ଶାଏ|ଏହି ବାକ୍ୟାଂଶ ଏହିପରି ଅନୁବାଦ ହୋଇପାରେ “ଆମ୍ଭମାନଙ୍କ ଘନିଷ୍ଠ ବନ୍ଧୁ ହୁଅ ଆଉ ଆମ୍ଭେମାନେ ଈଶ୍ୱର ପିତାଙ୍କ ବନ୍ଧୁ ଅଟୁ”

ଆମ୍ଭମାନଙ୍କର ସହଭାଗିତା

ଯୋହନ ତାହାଙ୍କ ପାଠକମାନଙ୍କୁ ସୀମା ଅନ୍ତର୍ଭୁକ୍ତ କି ସୀମା ବହିର୍ଭୁକ୍ତ କରୁଛନ୍ତି ଏହା ସ୍ପଷ୍ଟ ନାହିଁ| ତୁମ୍ଭେମାନେ ଯେକୌଣସି ପ୍ରକାରେ ଅନୁବାଦ କରିପାର|

ଖ୍ରୀଷ୍ଟ

ଖ୍ରୀଷ୍ଟ, ଏହି ଶବ୍ଦ ବହୁତ ଛୋଟ ଅଟେ, ନାମ ନୁହେଁ ଓ ଏହାର ଅର୍ଥ “ମନୋନୀତ ବ୍ୟକ୍ତି”| ଏଠାରେ ଏହା ଦର୍ଶାଏ, ଈଶ୍ୱର ଖ୍ରୀଷ୍ଟଙ୍କୁ ଆମ୍ଭମାନଙ୍କ ପରିତ୍ରାଣକର୍ତ୍ତା ହେବା ନିମନ୍ତେ ମନୋନୀତ କଲେ|

ତୁମ୍ଭମାନଙ୍କ ଆନନ୍ଦ ଯେପରି ପରିପୂର୍ଣ୍ଣ ହୁଏ

“ତୁମ୍ଭମାନଙ୍କ ଆନନ୍ଦ ପରିପୂର୍ଣ୍ଣ କରିବାକୁ” କିମ୍ବା “ତୁମ୍ଭମାନଙ୍କୁ ସମ୍ପୂର୍ଣ ଆନନ୍ଦ କରିବାକୁ” (ଦେଖନ୍ତୁ: ପ୍ରତ୍ୟକ୍ଷ ବା ପରୋକ୍ଷ)