Door43-Catalog_or_tn/1CO/16/21.md

610 B

ମୁଁ, ପାଉଲ, ନିଜ ହସ୍ତରେ ଏହା ଲେଖୁଅଛି

ପାଉଲ ଏହା ସ୍ପଷ୍ଟ କଲେ ଯେ ଏହି ପତ୍ରର ନିର୍ଦ୍ଦେଶଗୁଡିକ ତାହାଙ୍କ ଠାରୁ ଥିଲା ଯଦିଓ ଅଧିକାଂଶ ପତ୍ର ଗୁଡିକ ତାହାଙ୍କ ସହକର୍ମୀଙ୍କ ଦ୍ଵାରା ଲେଖାଯାଉଥିଲା।

ସେ ଶ୍ରାପଗ୍ରସ୍ତ ହେଉ

ଏଠାରେ: “ଈଶ୍ଵର ତାଙ୍କୁ ଶ୍ରାପଗ୍ରସ୍ତ କରନ୍ତୁ।”