Door43-Catalog_or_tn/1CO/16/17.md

902 B

ସ୍ତିଫାନା, ଫର୍ତ୍ତୁନାତ, ଏବଂ ଆଖାୟାକସ

ଏହି ଲୋକମାନେ ହୋଇପାରେ କେତେକ ପ୍ରଥମ କରିନ୍ଥୀୟ ବିଶ୍ଵାସୀମାନେ କିମ୍ବା ମଣ୍ଡଳୀର ପ୍ରାଚୀନମାନେ ଯେଉଁମାନେ ପାଉଲଙ୍କ ସହିତ ଘନିଷ୍ଠ ସମ୍ପର୍କ ରଖିଥିଲେ।

ଫର୍ତ୍ତୁନାତ, ଏବଂ ଆଖାୟାକସ

ଏହା ଲୋକଙ୍କ ନାମ ଅଟେ। (ଦେଖନ୍ତୁ: ଅନୁବାଦ ନାମଗୁଡିକ)

ଯେଣୁ ସେମାନେ ମୋହର ଆତ୍ମାକୁ ସଞ୍ଜୀବିତ କରିଥିଲେ

ସେମାନଙ୍କ ପରିଦର୍ଶନ ରେ ପାଉଲ ଆନନ୍ଦିତ ଏବଂ ପ୍ରଫୁଲ୍ଲିତ ଥିଲେ।