Door43-Catalog_or_tn/1CO/16/15.md

849 B

ସ୍ତିଫାନଙ୍କ ପରିଜନବର୍ଗ

ସ୍ତିଫାନ କରିନ୍ଥୀୟ ମଣ୍ଡଳୀର ପ୍ରଥମ ବିଶ୍ଵାସୀମାନଙ୍କ ମଧ୍ୟରୁ ଜଣେ ଥିଲେ। (ଦେଖନ୍ତୁ: ଅନୁବାଦ ନାମଗୁଡ଼ିକ)

ଏହିପରି ଲୋକମାନଙ୍କ ବଶୀଭୂତ ହୁଅ

ସେଠାରେ ଯେଉଁମାନେ ବିଶ୍ୱାସୀମାନଙ୍କ ସେବା କରନ୍ତି ସେମାନଙ୍କୁ ସମ୍ମାନ ଓ ଆଦର ଦେବା, ସେମାନେ ଯେପରି ପ୍ରାଚୀନମାନଙ୍କ ବଶୀଭୂତ ହୋଇଥିଲେ ସେପରି ହେବା ନିମନ୍ତେ ପାଉଲ ବିଶ୍ୱାସୀମାନଙ୍କୁ ଉପଦେଶ ଦିଅନ୍ତି।