Door43-Catalog_or_tn/1CO/16/13.md

958 B

ଜାଗ୍ରତ ରୁହ

ପାଉଲ ସେମାନଙ୍କୁ ଚେତାବନୀ ଦିଅନ୍ତି, ସମସ୍ତେ ଯେ ଖ୍ରୀଷ୍ଟଙ୍କୁ ପ୍ରଚାର କରିବା ନିମନ୍ତେ ଆସନ୍ତି ଖ୍ରୀଷ୍ଟରେ ନ ଥାଆନ୍ତି ।

ବିଶ୍ଵାସରେ ସ୍ଥିର ହୋଇଥାଅ

ମିଥ୍ୟା ଶିକ୍ଷକଙ୍କ କାରଣରୁ ସେମାନେ ଆପଣା ବିଶ୍ୱାସରେ ଯେପରି ବିଘ୍ନ ନ ପାଆନ୍ତି, ସେଥି ନିମନ୍ତେ ପାଉଲ ସେମାନଙ୍କୁ ଉପଦେଶ ଦିଅନ୍ତି।

ସାହସିକ ହୁଅ, ବଳବାନ୍ ହୁଅ

ଖ୍ରୀଷ୍ଟଙ୍କ ଠାରେ ପୂର୍ଣ୍ଣ ବିକଶିତ ହେବା ନିମନ୍ତେ ପାଉଲ ସେମାନଙ୍କୁ ପରାମର୍ଶ ଦିଅନ୍ତି।