Door43-Catalog_or_tn/1CO/16/10.md

1.2 KiB

ଯେପରି ସେ ନିର୍ଭୟରେ ତୁମ୍ଭମାନଙ୍କ ମଧ୍ୟରେ ରୁହନ୍ତି,ସେ ବିଷୟରେ ମନୋଯୋଗ କର

ଏଠାରେ: “ ଦେଖ ଯେପରି ତୁମ୍ଭମାନଙ୍କ ସହିତ ବାସ କରିବା ନିମନ୍ତେ ତାଙ୍କ ଠାରେ କୌଣସି ଭୟର କାରଣ ନାହିଁ”

କେହି ତାଙ୍କୁ ତୁଚ୍ଛଜ୍ଞାନ ନ କରୁ।

ତିମଥି ପାଉଲଙ୍କ ଠାରୁ ବୟସରେ ଅଧିକ ଛୋଟ ଥିବାରୁ ପାଉଲ ଓ ଆପଲ୍ଲଙ୍କ ପରି ସୁସମାଚାର ପ୍ରଚାରକ ସ୍ୱରୁପେ ଆଦର ସହିତ ସ୍ୱାଗତଯୋଗ୍ୟ ହୋଇ ନ ପାରନ୍ତି।

ଆମ୍ଭମାନଙ୍କ ଭ୍ରାତା ଆପଲ୍ଲ

ପାଉଲ ଆପଲ୍ଲଙ୍କୁ ସହବିଶ୍ୱାସୀ ଓ ଖ୍ରୀଷ୍ଟଙ୍କ ପ୍ରଚାରକ ଭାବେ ଏବଂ କରିନ୍ଥୀକୁ ଫେରିବାରେ ସାହାଯ୍ୟ କରି ସେମାନଙ୍କୁ ପ୍ରଚାର କରିବା ନିମନ୍ତେ ବ୍ୟବହାର କରନ୍ତି।