Door43-Catalog_or_tn/1CO/16/07.md

1.3 KiB

ବର୍ତ୍ତମାନ ତୁମ୍ଭମାନଙ୍କ ସହିତ ସାକ୍ଷାତ୍ କରିବାକୁ ମୁଁ ଇଚ୍ଛା କରୁ ନାହିଁ

ପାଉଲ କହନ୍ତି ଯେ, ବର୍ତ୍ତମାନ ସେ କେବଳ ଏକ ଛୋଟ ସାକ୍ଷାତ ନିମନ୍ତେ ନୁହେଁ, କିନ୍ତୁ ପରେ ଏକ ଲମ୍ବା ସମୟ ନିମନ୍ତେ ଆସିବାକୁ ଚାହାନ୍ତି।

ପେଣ୍ଟିକଷ୍ଟ

ଏହି ପର୍ବ (ମେ କିମ୍ବା ଜୁନ) ପର୍ଯ୍ୟନ୍ତ ପାଉଲ ଏଫିସରେ ରହିପାରନ୍ତି, ପରେ ମକିଦନିଆ ଦେଇ ଯାତ୍ରା କରିବେ, ଏବଂ ପରେ ନଭେମ୍ବରରେ ଶୀତକାଳ ପୂର୍ବରୁ କରିନ୍ଥୀରେ ପହଞ୍ଚିବା ନିମନ୍ତେ ଚେଷ୍ଟା କରିବେ।

ଏକ ପ୍ରଶସ୍ତ ଦ୍ଵାର ଉନ୍ନୁକ୍ତ ରହିଅଛି

ଏହାର ଅର୍ଥ, ପ୍ରଭୁ ତାହାଙ୍କୁ ସୁସମାଚାର ପାଇଁ ଲୋକଙ୍କୁ ଜିତିବା ନିମନ୍ତେ ଭଲ ସୁଯୋଗ ଦେଇଥିଲେ। (ଦେଖନ୍ତୁ: ଉଦାହରଣ)