Door43-Catalog_or_tn/1CO/16/03.md

987 B
Raw Permalink Blame History

ତୁମ୍ଭେମାନେ ଯେଉଁମାନଙ୍କୁ ଯୋଗ୍ୟ ମନେ କରିବ

ପାଉଲ ମଣ୍ଡଳୀକୁ ଜଣାନ୍ତି ଯେ, ଯିରୂଶାଲମକୁ ସେମାନଙ୍କ ଦାନ ଘେନିଯିବା ନିମନ୍ତେ ସେମାନେ ସେମାନଙ୍କ ଆପଣା ଲୋକମାନଙ୍କ ମଧ୍ୟରୁ ଜଣକୁ ନିଯୁକ୍ତ କରିପାରନ୍ତି। ଏଠାରେ: “ତୁମ୍ଭେମାନେ ଯେଉଁମାନଙ୍କୁ ନିଯୁକ୍ତ କର।”

ମୁଁ ପତ୍ର ଦେଇ ପଠାଇବି

ସମ୍ଭାବନା ଅର୍ଥଗୁଡ଼ିକ ହେଲା ୧) “ଯେଉଁ ପତ୍ର ମୁଁ ଲେଖିବି ତାହା ସହିତ ମୁଁ ପଠାଇବି” କିମ୍ବା ) “ଯେଉଁ ପତ୍ର ତୁମ୍ଭେମାନେ ଲେଖିବ ତାହା ସହିତ ମୁଁ ପଠାଇବି”।