Door43-Catalog_or_tn/1CO/16/01.md

1.1 KiB
Raw Permalink Blame History

ସାଧୁମାନଙ୍କ ନିମନ୍ତେ

ଯିରୂଶାଲମ ଏବଂ ଯିହୁଦାର ଗରିବ ଖ୍ରୀଷ୍ଟିଆନ ମାନଙ୍କ ନିମନ୍ତେ ପାଉଲ ନିଜ ମଣ୍ଡଳୀରୁ ଅର୍ଥ ସଂଗ୍ରହ କରୁଥିଲେ।

ଯେପରି ମୁଁ ନିର୍ଦ୍ଦେଶ ଦେଇଅଛି

“ଯେପରି ମୁଁ ନିର୍ଦ୍ଦିଷ୍ଟ ଆଦେଶଗୁଡ଼ିକ ଦେଇଥିଲି”

ଏହା ସଂଚୟ କରି ରଖ

ସମ୍ଭାବନା ଅର୍ଥଗୁଡିକ ହେଲା: ୧) “ଏହା ନିଜ ଗୃହରେ ରଖ” କିମ୍ବା ) “ଏହା ମଣ୍ଡଳୀ ସହିତ ଦେଇଦିଅ”

ଯେତେବେଳେ ମୁଁ ଆସିବି ଯେପରି ଦାନ ସଂଗ୍ରହ କରିବାକୁ ପଡିବ ନାହିଁ

ଏଠାରେ: “ମୁଁ ତୁମ୍ଭମାନଙ୍କ ସହିତ ରହିବା ସମୟରେ ଯେପରି ତୁମ୍ଭମାନଙ୍କୁ ଅଧିକ ଅର୍ଥ ସଂଗ୍ରହ କରିବାକୁ ନ ପଡ଼େ।”