Door43-Catalog_or_tn/1CO/15/54.md

614 B

ରେ ମୃତ୍ୟୁ, କାହିଁ ତୋର ଜୟ? ରେ ମୃତ୍ୟୁ, କାହିଁ ତୋର ନାହୁଡ଼?

ପାଉଲ ମୃତ୍ୟୁର ଶକ୍ତିକୁ ପରିହାସ କରିବାକୁ ଯାହା ଖ୍ରୀଷ୍ଟଙ୍କ ଦ୍ୱାରା ପରାଜିତ ହୋଇଅଛି, ଏହା କହନ୍ତି। ଏଠାରେ: “ମୃତ୍ୟୁର ଜୟ ନାହିଁ। ମୃତ୍ୟୁର ନାହୁଡ଼ ନାହିଁ।” (ଦେଖନ୍ତୁ: ବ୍ୟକ୍ତିତ୍ୱଆରୋପ, ପ୍ରଭାବିତ ପ୍ରଶ୍ନ)