Door43-Catalog_or_tn/1CO/15/52.md

1.2 KiB

ଆମ୍ଭେମାନେ ସମସ୍ତେ ପରିବର୍ତ୍ତିତ ହେବା

ଏଠାରେ: “ଈଶ୍ଵର ଆମ୍ଭମାନଙ୍କୁ ପରିବର୍ତ୍ତନ କରିବେ” (ଦେଖନ୍ତୁ: ପ୍ରତ୍ୟକ୍ଷ ବା ପରୋକ୍ଷ)

ଚକ୍ଷୁର ପଲକରେ

ଯେତେ ଶୀଘ୍ର ଏକ ବ୍ୟକ୍ତିର ଚକ୍ଷୁ ମିଟିମିଟି ହୋଇଥାଏ ସେତେ ଶୀଘ୍ର ଏହା ହେବ।

ଶେଷ ତୂରୀଧ୍ଵନିରେ…ତୂରୀ ବାଜିବ

ଅନେକ ସମୟରେ ଗୁରୁତ୍ଵପୂର୍ଣ୍ଣ ଘଟଣା ଘଟିବା ପୂର୍ବରୁ ତୂରୀ ବଜାନ୍ତି। ଏହି ପରିସ୍ଥିତିରେ ଏହା ପୃଥିବୀର ଶେଷ ଗୁରୁତ୍ଵପୂର୍ଣ୍ଣ ଘଟଣା ହେବ ଯାହା ପାଉଲ ଦର୍ଶାଉଛନ୍ତି।

ଏହି ମର୍ତ୍ତ୍ୟ ଶରୀର ଅମରତାରୂପ ବସ୍ତ୍ର ପରିଧାନ କରିବ

ଈଶ୍ଵର ଆମ୍ଭମାନଙ୍କ ମର୍ତ୍ତ୍ୟ ଶରୀରକୁ ଅମରତାରୂପ ଶରୀରରେ ପରିଣତ କରିବେ।