Door43-Catalog_or_tn/1CO/15/50.md

1.1 KiB

ରକ୍ତ ଓ ମାଂସ ଈଶ୍ଵରଙ୍କ ରାଜ୍ୟ ଅଧିକାର କରି ପାରେ ନାହିଁ

ପାଉଲ ଉଲ୍ଲେଖ କରୁଛନ୍ତି ସେମାନଙ୍କୁ, ଯେଉଁମାନେ ପୂନର୍ଜନ୍ମ ପାଇ ନାହାନ୍ତି ଅଥବା ସେମାନଙ୍କୁ, ଯେଉଁମାନେ ନୂତନ ସୃଷ୍ଟି ନୁହନ୍ତି।

କ୍ଷୟ ଅକ୍ଷୟତାକୁ ଅଧିକାର କରେ ନାହିଁ

ପାଉଲ ବର୍ଣ୍ଣନା କରନ୍ତି ଯେ, ଆମ୍ଭମାନଙ୍କ ପୁରାତନ ଶରୀର କ୍ଷୟ ପାଇବ କିନ୍ତୁ ଆମ୍ଭେମାନେ ଅକ୍ଷୟରୂପ ଶରୀରରେ ପରିବର୍ତ୍ତିତ ହେବା।

ଆମ୍ଭେମାନେ ସମସ୍ତେ ପରିବର୍ତ୍ତିତ ହେବା

ଏଠାରେ: “ଈଶ୍ଵର ଆମ୍ଭସମସ୍ତଙ୍କୁ ପରିବର୍ତ୍ତନ କରିବେ” (ଦେଖନ୍ତୁ: ପ୍ରତ୍ୟକ୍ଷ ବା ପରୋକ୍ଷ)