Door43-Catalog_or_tn/1CO/15/47.md

885 B

ମନୁଷ୍ୟ/ଜଣେ ଧୂଳିରେ ନିର୍ମିତ, ଧୂଳି ଠାରୁ ନିର୍ମିତ

“କାରଣ ଈଶ୍ଵର ତାହାକୁ ପୃଥିବୀର ଧୂଳିରୁ ନିର୍ମାଣ କଲେ।” (ଦେଖନ୍ତୁ: ପ୍ରତ୍ୟକ୍ଷ ବା ପରକ୍ଷ)

ଧୂଳି

ଏଠାରେ: “ଚୂର୍ଣ୍ଣ ପୃଥିବୀର ଭୂମିର ମୂଳ ସାମଗ୍ରୀ ସଦୃଶ”

ସ୍ଵର୍ଗୀୟ ବ୍ୟକ୍ତି

ଯୀଶୁ ଖ୍ରୀଷ୍ଟ

ଯେଉଁମାନେ ସ୍ଵର୍ଗୀୟ ସେମାନେ

“ଯେଉଁମାନେ ଖ୍ରୀଷ୍ଟଙ୍କୁ ବିଶ୍ଵାସ କରନ୍ତି ସେମାନେ”

ଧାରଣ

“ଗ୍ରହଣ କରିବା ଏବଂ ପ୍ରତିବିମ୍ବିତ କରିବା”