Door43-Catalog_or_tn/1CO/15/37.md

757 B

ଯେଉଁ ଶରୀର ହେବ, ତାହା ତୁମ୍ଭେ ବୁଣ ନାହିଁ

ବୀଜର ଉଦାହରଣ ପୁନର୍ବାର ବ୍ୟବହାର କରାଯାଇଛି, ତାହାର ଅର୍ଥ ବିଶ୍ଵାସୀମାନଙ୍କ ମୃତ ଶରୀର ପୁନରୁତ୍‍ଥିତ ହେବ, ଏବଂ ଯେପରି ଏହା ଥିଲା ସେପରି ଦେଖାଯିବ ନାହିଁ। (ଦେଖନ୍ତୁ: ଉଦାହରଣ)

ଈଶ୍ଵର ଆପଣା ଇଛାନୁସାରେ ତାହାକୁ ଶରୀର ଦିଅନ୍ତି

ଏଠାରେ: “କି ପ୍ରକାର ଶରୀର ହେବ ତାହା ଈଶ୍ଵର ନିର୍ଣ୍ଣୟ କରନ୍ତି”