Door43-Catalog_or_tn/1CO/15/33.md

1.1 KiB

କୁସଂସର୍ଗ ଶିଷ୍ଟାଚାର ନଷ୍ଟ କରେ

ଯଦି ତୁମ୍ଭେମାନେ ମନ୍ଦ ଲୋକଙ୍କ ସହିତ ବାସ କର, ତୁମ୍ଭେମାନେ ସେମାନଙ୍କ ସଦୃଶ ଆଚରଣ କରିବ।

ଆତ୍ମସଂଯମୀ ହୁଅ

ଏଠାରେ: “ତୁମ୍ଭେମାନେ ଏହି ବିଷୟରେ ଗମ୍ଭୀର ଭାବେ ଚିନ୍ତା କର”

ତୁମ୍ଭମାନଙ୍କ ଲଜ୍ଜା ନିମନ୍ତେ

ଏଠାରେ: “ଏବଂ ତୁମ୍ଭେମାନେ ଅପମାନିତ ବା ଅମର୍ଯ୍ୟାଦା ଅନୁଭବ କର”

ତୁମ୍ଭମାନଙ୍କର କାହାରି କାହାରି ଈଶ୍ଵରଙ୍କ ବିଷୟରେ ଜ୍ଞାନ ନାହିଁ

କେତେକ ଲୋକ ଆପଣାକୁ ମଣ୍ଡଳୀ ସହିତ ସଂଯୋଗ କରନ୍ତି କିନ୍ତୁ ବିଶ୍ଵାସୀ ନୁହନ୍ତି। ସେମାନେ ସୁସମାଚାର ବିଷୟକ ବାର୍ତ୍ତା ଜାଣନ୍ତି ନାହିଁ।