Door43-Catalog_or_tn/1CO/15/31.md

1.4 KiB
Raw Permalink Blame History

ମୁଁ ପ୍ରତିଦିନ ମୃତ୍ୟୁଭୋଗ କରୁଅଛି

ପାପର ଅଭିଳାଷକୁ ଅସ୍ୱୀକାର କରିବାକୁ ପାଉଲ ଦର୍ଶାନ୍ତି।

ଯଦି ମୁଁ ଏଫିସରେ ବନ୍ୟ ପଶୁମାନଙ୍କ ସହିତ ଯୁଦ୍ଧ କରିଅଛି

ସମ୍ଭାବନା ଅର୍ଥଗୁଡ଼ିକ ହେଲା ୧) ଶିକ୍ଷିତ ମୂର୍ତ୍ତି ପୂଜକମାନଙ୍କ ସହିତ ତାହାଙ୍କ ଯୁକ୍ତିତର୍କ ବିଷୟରେ ପାଉଲ ଉପମା ଭାବେ କହୁଛନ୍ତି। କିମ୍ବା ) ଯଦି ସେ ବିପଜ୍ଜନକ ପଶୁମାନଙ୍କ ବିରୁଦ୍ଧରେ ଯୁଦ୍ଧ କରିବା ନିମନ୍ତେ ରଙ୍ଗଭୂମିକୁ ପକାଯାଉଥିଲେ।

ଆସ, ଆମ୍ଭେମାନେ ଭୋଜନପାନ କରୁ, କାରଣ କାଲି ଆମ୍ଭେମାନେ ମରିବା

ପାଉଲ ସମାପ୍ତ କରନ୍ତି ଯେ, ଯଦି ମୃତୁ ପରେ ଆଗକୁ ଆଉ ଜୀବନ ନାହିଁ, ଏହି ଜୀବନକୁ ଉପଭୋଗ କରିବା ଆମ୍ଭମାନଙ୍କ ନିମନ୍ତେ ଉତ୍ତମ ଅଟେ ଯେପରି ପରବର୍ତ୍ତୀ ଆଶା ବିନା କାଲି ଆମ୍ଭେମାନଙ୍କ ଜୀବନ ଶେଷ ହୋଇଯିବ।